Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀ ଏନସିଆର୍ , ଜମ୍ମୁକାଶ୍ମୀର ପୁଞ୍ଜ, ପଞ୍ଜାବ , ଚଣ୍ଡିଗଡ ଓ ପାକିସ୍ତାନର ବିଭିନ୍ନ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଆଫଗାନିସ୍ତାନର ଫୌଜାବାଦ୍ ଏହାର କେନ୍ଦ୍ରସ୍ଥଳ ରହିଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି । ଜମ୍ମୁ କାଶ୍ମୀର ପୁଞ୍ଚରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି।

Show More

Related Articles

Back to top button