Breaking PLUSଦେଶମୁଖ୍ୟ ଖବର

କୋଲକାତାରେ ପ୍ରବଳ ଛେଚୁଛି

କୋଲକାତା- ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ଦକ୍ଷିଣ ବଙ୍ଗରେ ଅତିପ୍ରବଳ ବର୍ଷା ଲାଗିରହିଛି । ସୋମବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସକାଳୁ ହାୱଡା, ହୁଗୁଳି, ଉତ୍ତର ଓ ଦକ୍ଷିଣ 24 ପ୍ରଗଣା, ବୀରଭୂମ, ପୁରୁଲିଆ, ବାଙ୍କୁଡା ସମେତ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି । ଆଜି ଦିନ ତମାମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ବର୍ଷାର ବିସ୍ତୃତି ଅଧିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Show More

Related Articles

Back to top button