Breaking PLUSଦେଶ ବିଦେଶମୁଖ୍ୟ ଖବର

ସ୍ବାସ୍ଥ୍ୟ ନିର୍ଦ୍ଦେଶକ : ଦେଶରେ ମହାମାରୀ ତୃତୀୟ ଲହରରେ ବୃଦ୍ଧି ହୋଇପାରେ ପିକ୍

କେନ୍ଦ୍ର ସରକାର ପାର୍ବଣରେ କଟକଣା ଜାରି ରଖିବା ପାଇଁ କହିଛନ୍ତି । ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି ।

ସଠିକ୍ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ୍ ଲାଇନ୍ ଆଣିବେ । ଆମେ ସର୍ଭିଲେନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛୁ । ଆମେ ଦ୍ଵିତୀୟ ଲହରରେ ପିକରେ ୧୦ ହଜାର ପର୍ଯ୍ୟନ୍ତ ଯାଇଛୁ । ଏବେ ସ୍ଥିତି ଭଲ ଅଛି ।

ଆକଳନ ଅନୁସାରେ ତୃତୀୟ ଲହରରେ ପିକ୍ ବଢିପାରେ । ସେଥିପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Show More

Related Articles

Back to top button