Breaking PLUSଦେଶମୁଖ୍ୟ ଖବର

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସୈନୀ ଜିତିଲେ ବିଶ୍ବାସ ମତ

ନୂଆଦିଲ୍ଲୀ : ବୁଧବାର ବିଧାନସଭାରେ ବିଶ୍ବାସ ମତ ଜିତିଛନ୍ତି ନାୟବ ସିଂହ ସୈନୀ । ହରିୟାଣା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଲୋଡା ଥିବାବେଳେ ବିଜେପିକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ଥିବାବେଳେ ୬ ଜଣ ସ୍ୱାଧୀନ ବିଧାୟକ ଓ ହରିୟାଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳଙ୍କ ସମର୍ଥନ ମିଳିଛି।

Show More

Related Articles

Back to top button