ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଡେଙ୍ଗୁ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ ଛେଳି କ୍ଷୀର

ଡେଙ୍ଗୁ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ ଛେଳି କ୍ଷୀର । କାରଣ ଏହି କ୍ଷୀର ରୋଗୀକୁ ପୋଷଣ ଦେବା ସହ ଶାରୀରିକ ଓ ମାନସିକ ସମସ୍ୟାରୁ ମଧ୍ୟ ଅନେକାଶଂରୁ ରକ୍ଷା କରିଥାଏ । ସେହିପରି ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟାରୂ ଦୂର କରିଥାଏ ।

-ଚର୍ମ ପାଇଁ ମଧ୍ୟ ଛେଳି କ୍ଷୀର ଫଳପ୍ରଦ ହୋଇଥାଏ । ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଚର୍ମକୁ ସୁସ୍ଥ ରଖିଥାଏ । ଶରୀରରେ ଖାଲକୁ ସଫା କରିବା ସହ ପିମ୍ପଲ ସମସ୍ୟାକୁ ଦୂର କରିଥାଏ । ଏହା ଦ୍ୱାରା ତ୍ୱଚାରେ ଅଧିକ ଚମକ ଆସିଥାଏ ।

-ଛେଳି କ୍ଷୀରରେ ଅଧିକ ପରିମାଣରେ ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ରହିଥାଏ, ଯାହାକି ଶରୀରରେ ପ୍ଲେଟଲେଟ କାଉଣ୍ଟ କରିବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ୟତିତ ଡେଙ୍ଗୁ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟ ସମସ୍ୟାକୁ ବି ଠିକ୍ କରିଥାଏ ।

 

 

Show More

Related Articles

Back to top button