Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୯ କୋଟି ୮୭ ଲକ୍ଷ ୩ ହଜାର ୮୬୯ରେ ପହଁଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱରେ କରୋନା ଭାଇରସ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଅତିକ୍ରାନ୍ତ ହୋଇଛି । ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୩ ଲକ୍ଷ ୮୨ ହଜାର ୪୦୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୨୪ ହଜାର ୯୮ ଜଣଙ୍କର ମୃତ୍ୟୁ ହୋଇଛି

ବିଶ୍ୱରେ କରୋନା ଭାଇରସ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଅତିକ୍ରାନ୍ତ ହୋଇଛି । ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୩ ଲକ୍ଷ ୮୨ ହଜାର ୪୦୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୨୪ ହଜାର ୯୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୫୨ ଲକ୍ଷ ୨୨ ହଜାର ୧୨୯ ଜଣ ସୁସ୍ଥ ହୋଇଥିବା ବେଳେ ୯୭ ଲକ୍ଷ ୩୬ ହଜାର ୧୭୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୩୨୨ ଜଣ ଗୁରୁତର ଅଛନ୍ତି ।

କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୮୭ ଲକ୍ଷ ୩ ହଜାର ୮୬୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୧୪ ହଜାର ୪୯୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୮୯ ଲକ୍ଷ ୨ ହଜାର ୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୯୭ ହଜାର ୩୧୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୨୨୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୧କୋଟି ୬ଲକ୍ଷ ୨୫ହଜାର ୪୨୮ସଂକ୍ରମିତ, ୧ଲକ୍ଷ ୫୩ହଜାର ୩୨ମୃତ

ବ୍ରାଜିଲ: ୮୭ ଲକ୍ଷ ୫୫ ହଜାର ୧୩୩ ସଂକ୍ରମିତ, ୨ ଲକ୍ଷ ୧୫ ହଜାର ୨୯୯ ମୃତ

ଋଷିଆ: ୩୬ ଲକ୍ଷ ୭୭ ହଜାର ୩୫୨ ସଂକ୍ରମିତ, ୬୮ ହଜାର ୪୧୨ ମୃତ

ୟୁକେ: ୩୫ ଲକ୍ଷ ୮୩ ହଜାର ୯୦୭ ସଂକ୍ରମିତ, ୯୫ ହଜାର ୯୮୧ମୃତ

ଫ୍ରାନ୍ସ: ୩୦ ଲକ୍ଷ ୧୧ ହଜାର ୨୫୭ ସଂକ୍ରମିତ, ୭୨ ହଜାର ୬୪୭ ମୃତ

ସ୍ପେନ: ୨୬ ଲକ୍ଷ ୩ ହଜାର ୪୭୨ ସଂକ୍ରମିତ, ୫୫ ହଜାର ୪୪୧ ମୃତ

ଇଟାଲି: ୨୪ ଲକ୍ଷ ୪୧ ହଜାର ୮୫୪ସଂକ୍ରମିତ, ୮୪ ହଜାର ୬୭୪ ମୃତ

ତୁର୍କୀ: ୨୪ ଲକ୍ଷ ୧୮ ହଜାର ୪୭୨ ସଂକ୍ରମିତ, ୨୪ ହଜାର ୭୮୯ ମୃତ

ଜର୍ମାନୀ: ୨୧ ଲକ୍ଷ ୨୫ ହଜାର ୨୬୧ ସଂକ୍ରମିତ, ୫୨ ହଜାର ୨୦ମୃତ

କଲମ୍ବିଆ: ୧୯ ଲକ୍ଷ ୮୭ ହଜାର ୪୧୮ ସଂକ୍ରମିତ, ୫୦ ହଜାର ୫୮୬ ମୃତ

Show More

Related Articles

Back to top button