Breaking PLUSଓଡ଼ିଶାମୁଖ୍ୟ ଖବର

ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ଯୁବକ ଗିରଫ

ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି ।

ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ । ସାର୍ଟିଫିକେଟ ପ୍ରସ୍ତୁତିରେ ବ୍ୟବହାର କରୁଥିବା କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଆବଶ୍ୟକତାରୁ ଫାଇଦା ଉଠାଇ ଟଙ୍କା ନେଇ ସାର୍ଟିଫିକେଟ୍‌ ଦେଉଥିଲେ । ଅଭିଯୁକ୍ତକୁ ପଚରାଉଚରା ଚଳାଇଛି ପୋଲିସ ।

Show More

Related Articles

Back to top button