Breaking PLUSଦେଶମୁଖ୍ୟ ଖବର

ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ

ଆଜି ପୁଣି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆଉ ଏକ ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୮.୨୯ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୭.୦୨ ଟଙ୍କା ରହିଛି ।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କା ଏବଂ ଡିଜେଲ ଗୋଟିଏ ଲିଟର ପିଛା ୧୦୫.୧୨ ଟଙ୍କାରେ ବିକ୍ରି ହେଉଛି ।

ଚେନ୍ନାଇରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୧୩ ଟଙ୍କା ରହିଛି। ଗୁରୁବାର ଦିନ ୧ ଲିଟର ଡିଜେଲର ମୂଲ୍ୟ ୧୦୧.୨୫ ଟଙ୍କା ରହିଛି ।

କୋଲକାତାରେ ପେଟ୍ରୋଲର ଲିଟର ପିଛା ୧୦୮.୭୮ ଟଙ୍କା ଥିବାବେଳେ ଡିଜେଲର ଲିଟର ୧୦୦.୧୪ ଟଙ୍କା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯.୨୫ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୧୦୫.୮୪ ଟଙ୍କାରେ ବିକ୍ରି ହେଉଛି ।

Show More

Related Articles

Back to top button