Breaking PLUSଓଡ଼ିଶାମୁଖ୍ୟ ଖବର

କଟକରୁ ଗଡିବ ଆଉ ୩୦ଟି ମୋ ବସ

ଏହି ରୁଟର ଯାତ୍ରୀ ହେବେ ଉପକୃତ

ଯାତ୍ରୀଙ୍କ ଗମନା ଗମନକୁ ଆହୁରି ସୁଗମ କରିବା ପାଇଁ କଟକରୁ ଚାରୋଟି ନୂଆ ରୁଟରେ ଗଡିବ ଆଉ ୩୦ଟି ମୋ ବସ। ଜୁନ ୮ ତାରିଖରୁ ଏହି ବସ୍ ଗଡିବ। ଏ ନେଇ କ୍ରୁଟ୍ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି।

ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମରୁ ସାଲେପୁର, ଭୁବନେଶ୍ଵର ଷ୍ଟେସନରୁ ଏସସିବି ମେଡିକାଲ ଏବଂ ଧବଳେଶ୍ଵରରୁ କନ୍ଦରପୁରକୁ ମୋ ବସ୍ ଗଡିବ। ଏହି ରୁଟର ଯାତ୍ରୀ ବେଶ ଉପକୃତ ହେବେ।

Show More

Related Articles

Back to top button