Breaking PLUSଦେଶମୁଖ୍ୟ ଖବର

5ଦିନ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ

ରାଂଚି, 7 ଫେବୃଆରୀ – ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ବୁଧବାର କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଇଡିର ସ୍ୱତନ୍ତ୍ର ବିଚାରପତି ଦିନେଶ ରାୟଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଇଡି ପକ୍ଷରୁ 7ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା ।
କୋର୍ଟରେ ଦୁଇପକ୍ଷରୁ ଯୁକ୍ତି ପରେ କୋର୍ଟ 5ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଥିଲେ । ରିମାଣ୍ଡ ମିଳିବା ପରେ ଇଡିର ଟିମ ହେମନ୍ତଙ୍କୁ ନିଜ ସହ ଇଡିର ଆଂଚଳିକ କାର୍ଯ୍ୟାଳୟକୁ ନେଇଛି ।

Show More

Related Articles

Back to top button