ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପାଚନ ତନ୍ତ୍ରକୁ ଠିକ୍ ରଖିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସୁସ୍ଥ ଶରୀର ପାଇଁ ପାଚନ ତନ୍ତ୍ରକୁ ଠିକ୍ ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ । କିନ୍ତୁ ଆଜିକାଲି ପାଚନ ଜନିତ ବିଭିନ୍ନ ସମସ୍ୟା ଅନେକଙ୍କ କ୍ଷେତ୍ରରେ ଦେଖିବାକୁ pg slot ମିଳୁଛି । ତେବେ ପାଚନ ତନ୍ତ୍ରକୁ ଠିକ୍ ରଖିବା ପାଇଁ କଣ ଆବଶ୍ୟକତା ଅବଲମ୍ବନ କରିବା ଉଚିତ୍ ।

– ପାଚନକୁ ଠିକ୍ ରଖିବା ପାଇଁ ସବୁବେଳେ ଗରମ ଏବଂ ସତେଜ ଭୋଜନ କରିବା ଆବଶ୍ୟକ ।

-ଫ୍ରିଜରେ ରଖା ଯାଇଥିବା ଖାଦ୍ୟଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ଉଚିତ୍ ।

– ସ୍ୱାସ୍ଥ୍ୟ ବିଶେଷଗ୍ୟଙ୍କ ମତରେ, ଭୋକ ଲାଗୁନଥିଲେ ଜୋର ଜବରଦସ୍ତ ଖାଦ୍ୟଖାଇବା ଅନୁଚିତ୍ ଏବଂ ଭୋକ ଲାଗିଲା କ୍ଷଣି ତୁରନ୍ତ ଖାଇବା ଉଚିତ୍। ଏହାସହ ପ୍ରତିଦିନ ସମାନ ସମୟରେ ଖାଦ୍ୟ ଖାଇବା ଆବଶ୍ୟକ । ଖାଦ୍ୟରେ ସମସ୍ତ ପ୍ରକାରର ସବୁଜ ପନିପରିବା ସାମିଲ କରନ୍ତୁ,ଏହା ଲାଭଦାୟକ ହେବ ।

Show More

Related Articles

Back to top button