ମୁଖ୍ୟ ଖବର

କାଲିଠୁ ଫ୍ଲିପକାର୍ଟ ବିଗବିଲିୟନ ଡେ’ ସେଲ

ଅକ୍ଟୋବର ୩ ଅର୍ଥାତ କାଲିଠୁ ଆରମ୍ଭ ହେବ ଫ୍ଲିପକାର୍ଟର ବିଗବିଲିୟନ ଡେ । ବର୍ତ୍ତମାନ ପାଇଁ ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ପାଇଁ ଏହା ଖୋଲା ରହିଛି । ଏହି ସେଲରେ ଅନେକ କମ୍ପାନୀର ଫୋନ ଉପରେ ରିହାତି ଦିଆଯିବ । ଏହି କମ୍ପାନୀ ମଧ୍ୟରେ ପୋକୋ ମଧ୍ୟ ସାମିଲ ଅଛି । ଗ୍ରାହକ ସେଲ ମାଧ୍ୟମରେ ପୋକୋ ଏକ୍ସ ୩ ପ୍ରୋ, ପୋକୋ ଏମ ୨ ପ୍ରୋ, ପୋକୋ ଏଫ ୩ ଜିଟି ଓ ପୋକୋ ସି୩୧ ଭଳି ଫୋନର ଲାଭ ଉଠାଇ ପାରିବେ ।

 

Show More

Related Articles

Back to top button