ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଝାରସୁଗୁଡାରେ ଝାଡାବାନ୍ତିରେ ବାପ,ପୁଅ ମୃତ

ରାୟଗଡ଼ା ପରେ ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ । ଝାରସୁଗୁଡା ପୌରାଞ୍ଚଳର ଦେବାଡ଼ିହିରେ ଝାଡାବାନ୍ତିରେ ବାପ,ପୁଅ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ଥ ଜିଲ୍ଲା ସଦର ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଦୁଇଦିନ ତଳେ ଝାରସୁଗୁଡ଼ା ପୌରାଞ୍ଚଳର ଦେବାଡ଼ିହିର ଅକୃର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବାପା ତିଲୁ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ସମସେ ଚିକିତ୍ସିତ ହେଉଛନ୍ତି ।

 

Show More

Related Articles

Back to top button