ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ଅଟୋ ,୮ ଛାତ୍ରଛାତ୍ରୀ ଆହତ

ବାଇକ-ଅଟୋ ମୁହାଁମୁହିଁ । ବାଇକ କୁ ଧକ୍କା ଦେଇ ରାସ୍ତାକଡକୁ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୂର୍ଘଟଣାରେ ୮ ଛାତ୍ରଛାତ୍ରୀ ଆହତ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ଜରଡା ନିକଟରେ ।

ସୂଚନା ଅନୁଯାୟୀ, ନୂଆପେଣ୍ଠ ରୁ ବାଦପୁରକୁ ଯାଉଥିବା ବେଳେ ଜରଡା ନିକଟରେ ବାଇକ କୁ ଧକ୍କା ଦେଇ ରାସ୍ତାକଡକୁ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫଳରେ ପାତ୍ରପୁର ବ୍ଲକ ବାଦପୁର ଆଦର୍ଶ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୭ ଜଣ ଆହତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ।

 

 

Show More

Related Articles

Back to top button