Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜ୍ୟସଭାରେ ୨ କୃଷି ବିଲ୍ ପାରିତ

ରାଜ୍ୟସଭାରେ ପାରିତ ହେଲା ୨ଟି କୃଷି ବିଲ୍ । ଫାର୍ମାର୍ସ ଆଣ୍ଡ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ ବିଲ୍‌ ୨୦୨୦ ଏବଂ ଫାର୍ମର୍ସ ଏଗ୍ରୀମେଣ୍ଟ ଅନ ପ୍ରାଇସ ଆଣ୍ଡ ଫାର୍ମ ସର୍ଭିସ ବିଲ ୨୦୨୦ କୁ ଅନୁମୋଦନ ମିଳିଛି ।

ନୂଆଦିଲ୍ଲୀ : ରାଜ୍ୟସଭାରେ ପାରିତ ହେଲା ୨ଟି କୃଷି ବିଲ୍ । ଫାର୍ମାର୍ସ ଆଣ୍ଡ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ ବିଲ୍‌ ୨୦୨୦ ଏବଂ ଫାର୍ମର୍ସ ଏଗ୍ରୀମେଣ୍ଟ ଅନ ପ୍ରାଇସ ଆଣ୍ଡ ଫାର୍ମ ସର୍ଭିସ ବିଲ ୨୦୨୦ କୁ ଅନୁମୋଦନ ମିଳିଛି । ବିରୋଧୀଙ୍କ ପ୍ରବଳ ବିରୋଧ କାରଣରୁ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଛି । ଏହା ପରେ ରାଜ୍ୟସଭାକୁ ଆସନ୍ତା କାଲି ୯ ଟା ଯାଏଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଏହି ବିଲକୁ ବିରୋଧୀ ଦଳଙ୍କ ସହିତ ବିଭିନ୍ନ ରାଜ୍ୟର କୃଷକମାନେ ଦେଶର ଅନେକ ସ୍ଥାନରେ ବିରୋଧ କରୁଛନ୍ତି ।

Show More

Related Articles

Back to top button