Breaking PLUSଦେଶ ବିଦେଶମୁଖ୍ୟ ଖବର

ସୁସ୍ଥ ହେଲେ ଆଇଟମ ଗାର୍ଲ ‘ମଲାଇକା’

କରୋନାକୁ ହରାଇଲେ ବଲିଉଡ଼ ଆଇଟମ ଗାର୍ଲ ମଲାଇକା ଅରୋରା।

ମୁମ୍ବଇ: କରୋନାକୁ ହରାଇଲେ ବଲିଉଡ଼ ଆଇଟମ ଗାର୍ଲ ମଲାଇକା ଅରୋରା। ସେ ଏବେ ସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମଲାଇକା ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ବହୁତ ଦିନ ପରେ ନିଜ ଘରୁ ବାହାରକୁ ବାହାରିଛି ଽ ଫଟୋରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଏହାସହିତ ଫଟୋରୁ ଅଭିନେତ୍ରୀଙ୍କ ଖୁସି ସ୍ପଷ୍ଟ ବାରି ହେଉଛି।
ଏହାସହିତ ନିଜ ସୁସ୍ଥତା ପାଇଁ ସେ ଡାକ୍ତର, ବିଏମ୍‍ସି, ପରିବାର, ପଡ଼ୋଶୀ, ସାଙ୍ଗସାଥୀ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି।

Show More

Related Articles

Back to top button