Breaking PLUSଓଡ଼ିଶାମୁଖ୍ୟ ଖବର

କନ୍ଦରପୁରରେ ଜାଲ ନୋଟ୍ କାରବାର, ଜଣେ ଗିରଫ

କଟକ- ରାଜ୍ୟରେ ଲମ୍ବିଛି ଜାଲ ନୋଟ୍ କାରବାରର ଚେର । କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରୁ ଜାଲ ନୋଟ୍ ମେସିନ ଜବତ, ଜଣେ ଅଟକ । କନ୍ଦରପୁର ଥାନା ଅନ୍ତର୍ଗତ ନିମେଇଁସାପୁର ଗ୍ରାମର ତାରା ଶଙ୍କର ମହାନ୍ତିଙ୍କ ଘରୁ ଜାଲ ନୋଟ୍ ଛପା ମେସିନ ଜବତ ହୋଇଛି । ଏହି ଘଟଣାରେ ପୋଲିସ ତାରା ଶଙ୍କର ମହାନ୍ତିଙ୍କୁ ଅଟକ ରଖିଛି । ତାରାଙ୍କ ଘରୁ ବିପୁଳ ପରିମାଣର 2ଶହ ଟଙ୍କିଆ ଜାଲ ନୋଟ୍ ଜବତ ହୋଇଛି । ପୋଲିସ ଘଟଣାର ଖୋଳତାଡ କରୁଛି ।

Show More

Related Articles

Back to top button