Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କୋଟିପତି ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି । ଏହି ଚଢାଉରେ ଓଡିଶା ଭିଜିଲାନ୍ସର 7ଜଣ ଡିଏସପି, 5ଜଣ ଇନସପେକ୍ଟର, 8ଜଣ ଏଏସଆଇ ଓ ସହଯୋଗୀ ସାମିଲ ଅଛନ୍ତି । ବିଶ୍ୱବନ୍ଧୁଙ୍କ 6ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ର ଭିଏସଏସ ନଗରରରେ ଥିବା ବିଲ୍ଡିଂ ସମେତ, ଭଦ୍ରକ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

Show More

Related Articles

Back to top button