Breaking PLUSଓଡ଼ିଶାମୁଖ୍ୟ ଖବର

ପିପିଲି ଟୋଲ୍‌ ପ୍ଲାଜାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼

ପିପିଲି ଟୋଲ୍‌ ପ୍ଲାଜାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ ହୋଇଛି । ଟୋଲ୍‌ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ ହୋଇଛି । ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ ହୋଇଛି । ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଟୋଲ୍‌ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ କରାଯାଇଥିବା ବେଳେ ପୋଲିସ ତଦନ୍ତ କରୁଛି । କାର୍‌ରେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ ୭ ଦୁର୍ବୃତ୍ତ ।

Show More

Related Articles

Back to top button