Breaking PLUSଓଡ଼ିଶାମୁଖ୍ୟ ଖବର

କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ

ନୀଳଗିରି 2 ଜାନୁଆରୀ – କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ହୋଇଛି । ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ପାହାଡ଼ ଉପରେ ହାତୀର ମୃତ୍ୟୁ ହୋଇଥିବା ବାଲେଶ୍ୱର ଡିଏଫ୍ଓ ସୂଚନା ଦେଇଛନ୍ତି । ଡିଏଫଓ କହିଛନ୍ତି କାଲି ଶବ ବ୍ୟବଚ୍ଛେଦ ହେବ, ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ।

Show More

Related Articles

Back to top button