Breaking PLUSଓଡ଼ିଶାମୁଖ୍ୟ ଖବର

ଶିମିଳିପାଳରୁ ହାତୀର ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, 22 ନଭେମ୍ବର -ସଙ୍କଟରେ ଗଜରାଜ, ପୁଣି ହାତୀର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟରେ ଏବେବି ଚାଲିଛି ଅବାଧ ଶିକାର । ଶିକାର ରୋକିବା ପାଇଁ ଗଠନ ହୋଇଥିବା ଟାସ୍କଫୋର୍ସ ବି ଫେଲ୍ ମାରିଛି । ପୁଣି ଏକ ଦନ୍ତା ହାତୀର ଦାନ୍ତ ବିହୀନ ଗଳିତ ମୃତଦେହ ଠାବ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ କର ଅଞ୍ଚଳରେ ଏହି ହାତୀ ଶିକାର ହୋଇଛି । ବିଷାକ୍ତ ତୀର ବିନ୍ଧ୍ୟ କରି ହାତୀକୁ ଶିକାର କରାଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button