Breaking PLUSଓଡ଼ିଶାମୁଖ୍ୟ ଖବର

11ରେ ପାଳନ ହେବ ଇଦ୍

ଭୁବନେଶ୍ୱର- ଆସନ୍ତା ୧୧ ତାରିଖ ଅର୍ଥାତ ଗୁରୁବାର ଦିନ ପାଳନ ହେବ ଇଦ୍ । ଏନେଇ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି। ଆଜି ଚାନ୍ଦ ନ ଦେଖାଯିବାରୁ ୧୧ରେ ‘ଇଦ୍’ ପାଳନ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସୂଚନା ପ୍ରକାଶ କରାଯାଇଛି ।

Show More

Related Articles

Back to top button