ଦେଶପାଣିପାଗ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଅନୁଭବ

ନୂଆଦିଲ୍ଲୀ: ଆଜି ସକାଳ ୫ଟା ୫୭ରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ୨୧୫ କିମି ଦୂରରେ ଥିବା ଇଏସଇରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୫.୦ ।

 

Show More

Related Articles

Back to top button