Breaking PLUSଓଡ଼ିଶାମୁଖ୍ୟ ଖବର

ଉଚ୍ଚ ନ୍ୟାୟାଳୟର ଦଶହରା ଅବକାଶ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶୁକ୍ରବାରଠାରୁ ଦଶହରା ଅବକାଶ ଆରମ୍ଭ ହୋଇଛି। ଗୋଟେ ସପ୍ତାହ ଲାଗି ଅଦାଲତ ବନ୍ଦ ରହିବ। ୩୦ ତାରିଖରେ ପନୁର୍ବାର କୋର୍ଟ ଖୋଲିବ। ଏହି ସମୟ ମଧ୍ୟରେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା ରହିବ। ଏହିସବୁ ଦିନରେ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ କରିବ। ତେବେ ଜରୁରୀକାଳୀନ ମାମଲା ଥିଲେ ୧୧ରୁ ୧୨ଟା ମଧ୍ୟରେ ମାମଲା ରୁଜୁ କରାଯାଇ ପାରିବ। ୨୬ ଏବଂ ୨୭ ତାରିଖ ଦିନ କୋର୍ଟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବାଧ୍ୟତାମଳକ କରାଯାଇଛି।

Show More

Related Articles

Back to top button