ଓଡ଼ିଶାମୁଖ୍ୟ ଖବର

ଫିକା ପଡିପାରେ ଦୀପାବଳି !

ଏବର୍ଷ ମଧ୍ୟ ଫିକା ପଡିପାରେ ଦୀପାବଳି ! ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବାସହ ଅନ୍ୟ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇପାରନ୍ତି ରାଜ୍ୟ ସରକାର । ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେଲା ପରେ ଶରୀରର ଲଙ୍ଗସ ବା ଫୁସଫୁସ ଅଧିକ ପ୍ରଭାବିତ ହେଉଥିବାର ଦେଖାଦେଉଛି । ତେଣୁ ଦୀପାବଳି ସମୟରେ ପ୍ରଦୂଷଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ କଟକଣା ଲଗାଇବାକୁ ସରକାର ନିର୍ଣ୍ଣୟ କରିଥିବା ସୂଚନା ମିଳିଛି ।

Show More

Related Articles

Back to top button