Breaking PLUSଓଡ଼ିଶାମୁଖ୍ୟ ଖବର

ସିଦ୍ଧେଶ୍ୱର ମନ୍ଦିରରେ ଦର୍ଶନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର- ସିଦ୍ଧେଶ୍ୱର ମନ୍ଦିରରେ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେବଗଡ଼ ଜିଲ୍ଲା ତିଳେଇବଣି ନିକିତିମାଳ ସ୍ଥିତ ସିଦ୍ଧେଶ୍ୱର ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ମହାଦେବଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି । ସିଦ୍ଧେଶ୍ୱର ବାବା କୀ ଜୟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button