Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଜିଉଙ୍କ ଦର୍ଶନ କଲେ ଡିଜିପି

ଭୁବନେଶ୍ୱର, ୨୮ ନଭେମ୍ବର – ଶ୍ରୀଜୀଉଙ୍କ ଦର୍ଶନ କଲେ ଡିଜିପି । ପୋଲିସ ଡିଜି ସୁନୀଲ ବଂଶଲ ଆଜି ସପରିବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପଞ୍ଜୁକରେ ପୋଲିସର ଉଲ୍ଲେଖନୀୟ ସଫଳତା ଓ ସହଯୋଗ ପାଇଁ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

Show More

Related Articles

Back to top button