Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

20 ସେକେଣ୍ଡ ଯାଏ ରାମଲାଲାଙ୍କ ଦର୍ଶନ କରିବେ ଭକ୍ତ

2024ରେ ନବନିର୍ମିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ। ଏନେଇ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀଙ୍କ ପ୍ରମୁଖ ସଚିବ କହିଛନ୍ତି ‌ଯେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଜନଗହଳିକୁ କିପରି ନୟନ୍ତ୍ରଣ କରାଯିବ ସେଥିପାଇଁ ମଧ୍ୟ ଏକ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି।

୫୦ ହଜାର, ୧ ଲକ୍ଷ ଓ ୧୦ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ଅଲଗା ଅଲଗା ପ୍ରସ୍ତୁତି ଯୋଜନା ହୋଇଛି। ଭକ୍ତମାନେ ୨୦ ସକେଣ୍ଡ୍‌ ପାଇଁ ରାମଲଲାଙ୍କ ଦର୍ଶନ କରିବା ସହ ୧ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ପରିଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

Show More

Related Articles

Back to top button