Breaking PLUSଓଡ଼ିଶାମୁଖ୍ୟ ଖବର

ସିବିଆଇ ଅଧିକାରୀ କହି ଲୁଟ୍ ଘଟଣା, ଆଉ 3 ଅଭିଯକ୍ତ ଗିରଫ

ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ୍ ମାମଲାର ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ। ଅଭିଯୁକ୍ତମାନଙ୍କର ଝାରପଡ଼ା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଏହି ମାମଲାରେ ନିବାରଣ ପାଣିଙ୍କୁ ଆୟକର ବିଭାଗ ପଚରାଉଚରା କରିବ ବୋଲି ଜଣାଯାଇଛି।

ଅଗଷ୍ଟ ୨ ତାରିଖ ସନ୍ଧ୍ୟାରେ ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିବା ୯ ଜଣିଆ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଆଗରୁ ଗିରଫ କରିଥିଲା କମିସନରେଟ୍‌ ପୁଲିସ।

Show More

Related Articles

Back to top button