Breaking PLUSଦେଶମୁଖ୍ୟ ଖବର

ଦ୍ୱିତୀୟ ପୁଲୱାମା ଧମକ ଦେଇଥିବା ଦେବବନ୍ଦ ଛାତ୍ର ଗିରଫ

ସହାରନପୁର, 27 ଡିସେମ୍ବର – ଉତ୍ତର ପ୍ରଦେଶ ଏଟିଏସ ବୁଧବାର ଦେବବନ୍ଦର ମଦ୍ରାସାରେ ଚଢାଉ କରି ଜଣେ ଛାତ୍ରକୁ ଗିରଫ କରିଛି । ଛାତ୍ରଜଣକ କିଛି ଦିନ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ୱିତୀୟ ପୁଲୱାମା ଧମକ ଦେଇଥିଲା । ବରିଷ୍ଠ ପୋଲିସ ଅଧୀକ୍ଷକ ଡକ୍ଟର ବିପିନ ତାଡା ଦେଇଛନ୍ତି ।
ଗିରଫ ତଲ୍ହା ମଜହର ଝାରଖଣ୍ଡର ବାସିନ୍ଦା ।ସେ ଏଠାରୁ ଧାର୍ମିକ ତାଲିମ ହାସଲ କରୁଥିଲା । ଖୁବ ଶୀଘ୍ର ଇନସାଲ୍ଲହା ଦ୍ୱିତୀୟ ପୁଲୱାମା ମଧ୍ୟ ହେବ ବୋଲି ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲା । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିଥିଲା ।

Show More

Related Articles

Back to top button