Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗିର, ଗୋପାଳପୁର ଓ କଟକରେ ଘନ କୁହୁଡ଼ି ଅନୁଭୂତ

ରାଜ୍ୟର ୪ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି

ଭୁବନେଶ୍ଵର, ୧୫ ଜାନୁଆରୀ – ରାଜ୍ୟର ବଲାଙ୍ଗିର, ଗୋପାଳପୁର ଓ କଟକରେ ଆଜି ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।

ସେହିପରି ଚାନ୍ଦବାଲି, ଅନୁଗୁଳ, ଭବାନୀପାଟଣା ଏବଂ ବାରିପଦାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button