Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ- ଏନସିଆରରେ ଏକ୍ୟୁଆଇ ସୁଧାର, ବର୍ଷା ଯୋଗୁ ଆସିଲା ସୁଧାର

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବର୍ଷା ଯୋଗୁ ପ୍ରଦୂଷଣରେ ଆସିଛି ସୁଧାର । କିଛି ଦିନ ହେବ ପ୍ରଦୂଷଣ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଥିବା ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି । ରାଜଧାନୀରେ ଏକ୍ୟୁଆଇରେ 158 ପଏଣ୍ଟ ହ୍ରାସ ପାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀ-ଏନସିଆରରେ ଶନିବାର ସକାଳେ ଗୁଣବତ୍ତା ସ୍ତର ହ୍ରାସ ପାଇଛି 224ରେ ପହଞ୍ଚିଛି । ଶୁକ୍ରବାର ଏହା 4ଶହ ଥିଲା ।
ଦୁଇଦିନ ପୂର୍ବରୁ ଗୁରୁବାର ଦିଲ୍ଲୀରେ ବାୟୁ ଗମ୍ଭୀର ଶ୍ରେଣୀରେ ଥିଲା ।

Show More

Related Articles

Back to top button