Breaking PLUSଦେଶମୁଖ୍ୟ ଖବର

ଦେଶରେ ଆଉ ୧୨ହଜାର ୮୮୫କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧୨ହଜାର ୮୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୩ଲକ୍ଷ ୨୧ ହଜାର ୨୫କୁ ବୃଦ୍ଧି ପାଇଛି ।

ଆଜି ଦେଶରେ ୪୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୯ହଜାର ୬୫୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ କରୋନାର ସକ୍ରିୟ ମାମଲା ରହିଛି ୧ଲକ୍ଷ ୪୮ହଜାର ୫୭୯ ଓ କରୋନାରୁ ସୁସ୍ଥ ହେଲେଣି ୩କୋଟି ୩୭ଲକ୍ଷ ୧୨ହଜାର ୭୪୯ ।

Show More

Related Articles

Back to top button