ଦେଶମୁଖ୍ୟ ଖବର

ପିଲାଙ୍କୁ ମିଳିବ କରୋନା ଟିକା

ଏଣିକି ପିଲାଙ୍କୁ ମିଳିବ କରୋନା ଟିକା ! ୨ ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କୁ ମିଳିବ କରୋନା ଟିକା । ପିଲାଙ୍କୁ ଟିକା ଦେବା ପାଇଁ ଡିସିଜିଆଇର ଅନୁମତି । ସୂଚନାନୁସାରେ, ଭାରତ ବାୟୋଟେକ୍ ଓ ଆଇସିଏମଆର ମିଶିକି କୋଭାକ୍ସିନ ପ୍ରସ୍ତୁତ କରିଛନ୍ତି । ଏହା ଭାରତୀୟ କରୋନା ଟିକା ଅଟେ । କରୋନା ଭାଇରସ୍ ବିରୋଧରେ କୋଭାକ୍ସିନ୍ ପାଖାପାଖି ୭୮ ପ୍ରତିଶତ ପ୍ରଭାବଶାଳୀ । ଖୁବଶୀଘ୍ର କରୋନାଇାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତା’ପରେ ହିଁ ପିଲାଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯିବ । କୁହାଯାଉଛି ପିଲାଙ୍କୁ ବି ବରିଷ୍ଠଙ୍କ ଭଳି କୋଭାକ୍ସିନ ଟିକା ଦିଆଯିବ ।

Show More

Related Articles

Back to top button