Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ, ୮ କୋଟି ୧୬ ଲକ୍ଷ ଅତିକ୍ରମ କଲା କରୋନା ରୋଗୀଙ୍କ ସଂଖ୍ୟା

କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ ୮ କୋଟି ୧୬ ଲକ୍ଷରୁ ଅଧିକ ହୋଇଛି । ଏଥି ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ତେବେ ଆଜି ପର୍ଯ୍ୟନ୍ତ ୫ କୋଟି ୭୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି।

କରୋନା ମହାମାରୀର ବିସ୍ତାର କ୍ରମାଗତ ଭାବରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୮.୧୬ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪.୬୩ ଲକ୍ଷରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୮,୯୧୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୮ କୋଟି ୧୬ ଲକ୍ଷ ଅତିକ୍ରମ କରିସାରିଲାଣି। କରୋନା ଯୋଗୁଁ ୧୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୨ କୋଟି ୨୧ ଲକ୍ଷ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Show More

Related Articles

Back to top button