Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରତଳ ହେଉଥିବା ବେଳେ ବର୍ତ୍ତମାନ କ୍ରମାଗତ ଭାବରେ କରୋନା ଟ୍ରେଣ୍ଡ ୩ ଶହ ତଳକୁ ରହୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ଏପଟେ ରାଜ୍ୟରେ ଏହି ସ୍ଥିତି କେବଳ ଲୋକମାନଙ୍କ ସହଯୋଗ ଯୋଗୁଁ ହୋଇ ପାରିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Show More

Related Articles

Back to top button