Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର/0910- ଘରୋଇ ବସ ଧର୍ମଘଟକୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଯେ, କେବଳ ନିର୍ବାଚନ ସମୟ ପାଖେଇ ଆସିଲେ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରନ୍ତି । ଏଥିରେ କୌଣସି ନୂତନତ୍ୱ ନାହିଁ । କେବଳ ବସ୍ ଧର୍ମଘଟ ଗୋଟିଏ ଘଟଣା ନୁହେଁ, ସରପଞ୍ଚ, ଶିକ୍ଷାକର୍ମୀ, ଆମର ସାଥୀ, ଅଙ୍ଗନବାଡି କର୍ମୀ ଧାରଣା ଦେଇଛନ୍ତି । ସବୁସ୍ଥାନରେ ସମସ୍ତଙ୍କୁ ଅସୁରକ୍ଷିତ କରି ରଖିଛନ୍ତି । 24ବର୍ଷର ସରକାରରେ ଗୋଟିଏ ସରକାରୀ ବସ୍ ଚଳାଚଳ କରିପାରିଲା ନାହିଁ । ଏଥିପାଇଁ ଅନେକ ଲୋକ ସମସ୍ୟାରେ ପଡୁଛନ୍ତି । ସରକାର ଏସବୁ ଦାବି ପୂରଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

Show More

Related Articles

Back to top button