Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା ବିଜେଟ ଅଧିବେଶନ । ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକୁ ରାଜ୍ୟପାଳ ଅଭିଭାଷଣରେ ପ୍ରଶଂସା କରୁଥିବା ବେଳେ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରିଥିଲେ । ସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି । ରାଜା ମହାରାଜା ଅମଳ ଭଳି ପ୍ରଶଂସା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ବିରୋଧ କରି ଆମେ କକ୍ଷତ୍ୟାଗ କରିଥିବା କହିଛନ୍ତି ବିଧାୟକ ନିରସିଂହ ମିଶ୍ର କହିଛନ୍ତି । ବଜେଟ ଅଧିବଶନ ଦିନ ୧୧ଟାରେ ଆରମ୍ଭ ହୋଇଥିଲା । ୧ଘଣ୍ଟା ୫୮ ମିନିଟ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ।

Show More

Related Articles

Back to top button