Breaking PLUSଓଡ଼ିଶାମୁଖ୍ୟ ଖବର

ବାଇକ୍‌କୁ ଧକ୍କା ଦେଇ ଜଳିଗଲା କାର୍‌

ଦୁର୍ଘଟଣା ପରେ ଜଳିଗଲା କାର୍‌ । ଦଶପଲ୍ଲାରେ ବାଇକ୍‌କୁ ଧକ୍କା ଦେଇ ଜଳିଗଲା କାର୍‌ । ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିଯାଇଥିଲା । ବାଇକ୍‌ ଚାଳକ ଆହତ, କାର୍‌ରେ ଥିବା ୪ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଛତିଶଗଡ଼ରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Show More

Related Articles

Back to top button