Breaking PLUSଓଡ଼ିଶାମୁଖ୍ୟ ଖବର

ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା- କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର- କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା । ଆସିଲା ଶିଶୁର ଡିଏନଏ ରିପୋର୍ଟ । ଶିଶୁର ଡିଏନଏ ପିତାମାତାଙ୍କ ସହ ଖେଳ ଖାଉଥିବା ସୂଚନା ମିଳିଛି । ଅନ୍ୟପଟେ DNA ରିପୋର୍ଟ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ହସ୍ପିଟାଲ ପକ୍ଷରୁ ପ୍ରଥମରୁ ସ୍ପଷ୍ଟ ହୋଇଥିଲା ଝିଅ ହୋଇଛି । ‘ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା’ । ‘ନିଲମ୍ବିତ ଲେଡି ଆଟେଣ୍ଡାଣ୍ଟଙ୍କ ଭୁଲ ନଥିଲା, କାର୍ଯ୍ୟରେ ଯୋଗ ଦେବେ’ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

Show More

Related Articles

Back to top button