Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡିର ଇସ୍ତାହାର କମିଟି ଗଠନ

ଭୁବନେଶ୍ୱର- ବିଜେଡିର ଇସ୍ତାହାର କମିଟି ଗଠନ । ବିଜେଡି ଗଠନ କରିଥିବା ଇସ୍ତାହାର କମିଟିରେ ମୋଟ ୩୮ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଚନ୍ଦ୍ରଶେଖର ସାହୁ ଏହି କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଅମର ପଟ୍ଟନାୟକ ଆବାହକ ରହିଥିବା ବେଳେ ସସ୍ମିତ ପାତ୍ର ସହ-ଆବାହକ ରହିଛନ୍ତି । କମିଟିରେ ୩ ପ୍ରବାସୀ ଓଡ଼ିଆଙ୍କୁ ସ୍ଥାନ ମିଳିଛି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡିଂ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ରହିଛନ୍ତି । ସୁକାନ୍ତ କେ. ମହାପାତ୍ର, ସୋପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ୩ ଜଣ ପ୍ରବାସୀ ଓଡ଼ିଆ କମିଟିରେ ସ୍ଥାନ ପାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button