Breaking PLUSଦେଶମୁଖ୍ୟ ଖବର

ବାଇଡେନ ଦକ୍ଷିଣ କୈରୋଲିନାରେ ଡେମୋକ୍ରାଟିକ୍ ପ୍ରାଇମେରୀରେ ବିଜୟୀ

କୋଲମ୍ବିଆ, 4 ଫେବୃଆରୀ – ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କୈରୋଲିନାରେ ଡେମୋକ୍ରାଟିକ ପ୍ରାଇମେରୀରେ ବିଜୟ ହାସଲ କରିଛନ୍ତି । ବାଇଡେନ ଶନିବାର ଦିନ ମିନେସୋଟା ପ୍ରତିନିଧି ଡିନ ଫିଲିପ୍ସ ଓ ଲେଖକ ମୈରିଏନ ୱିଲିୟମସନ ସମେତ ଅନେକ ଡେମୋକ୍ରେଟଙ୍କୁ ପରାସ୍ତ କରିଛନ୍ତି ।
ଦ ନ୍ୟୁୟର୍କ ଟଇମ୍ସ ରିପୋର୍ଟ ଅନୁସାରେ, ଜୋ ବାଇଡେନ ଏହି ନିର୍ବାଚନରେ ଭଲ ବିଜୟ ହାସଲ କରିଛନ୍ତି । ଏହି ବିଜୟରୁ ତାଙ୍କୁ ମୁଖ୍ୟ ନିର୍ବାଚନରେ ବିଜୟୀ ହେବାର ଆଶା ଦେଖାଦେଇଛି । ବାଇଡେନ ନିର୍ବାଚନୀ ଅଭିଯାନରେ ବିପୁଳ ନିବେଶ କରିଥିଲେ । ଅଧିକ ଭୋଟ ହାସଲ କରିବା ଏହାର ଉଦ୍ଦେଶ୍ୟ ଥିଲା ।

Show More

Related Articles

Back to top button