Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ତଳଭାଗରେ ଫାଟ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ତଳଭାଗରେ ଫାଟ ଦେଖାଦେଇଛି। ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଏହି ଫାଟ ଦେଖାଦେଇଥିବା ଜଣାପଡ଼ିଛି। ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡ଼ିଛି। ଅପରପକ୍ଷରେ ଏହି ଫାଟର ମରାମତି ତୁରନ୍ତ କରାଯିବ କହିଲା ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଜ୍ୟୋତି ପ୍ରକାଶ ପ୍ରଧାନ ସୂଚନା ଦେଇଛନ୍ତି।

Show More

Related Articles

Back to top button