Breaking PLUSଓଡ଼ିଶାମୁଖ୍ୟ ଖବର

ଆକାଶରୁ ଅଗ୍ନିବର୍ଷା, ଭୁବନେଶ୍ୱରରେ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ

ଭୁବନେଶ୍ୱର :ଆକାଶରୁ ଅଗ୍ନିବର୍ଷା । ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ରାଜ୍ୟବାସୀ । କଲବଲ କରୁଛି ତାତି। ଅସହ୍ୟ ଖରା। ଜଳୁଛି ସାରା ଓଡିଶା। ଉପମୁହାଁ ହେଉଛି ପାରଦ। ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି: ୪୧.୬, ଝାରସୁଗୁଡା ୪୧.୪,ବାଲେଶ୍ୱର ୪୦.୫, ସମ୍ବଲପୁର ୪୦.୩,କେନ୍ଦୁଝର ୪୦, ରାଉରକେଲା ୩୯.୯, ହୀରାକୁଦ ୩୯.୫, ଗୋପାଳପୁର ୩୫.୬, ପୁରୀ ୩୪.୮, ପାରାଦୀପ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button