Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଜନସଂଖ୍ୟା ନିୟନ୍ତ୍ରଣ ନେଇ ଭାଗବତଙ୍କ ଟିପ୍ପଣୀ

ଜନସଂଖ୍ୟା ସମସ୍ୟା ସୃଷ୍ଟି କରିଛି

ମୋହନ ଭାଗବତ ଆଜି ବଡ ବୟାନ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସର ପ୍ରତିଷ୍ଠା ଦିବସରେ ସଙ୍ଗଠନ ମୁଖ୍ୟ ମୋହନ ଭାଗବତଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଦେଶର ଜନସଂଖ୍ୟା ଉପରେ ଚିନ୍ତାପ୍ରକଟ କରି ମୋହନ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ସରକାର ପୁଣିଥରେ ବିଚାର କରିବା ଦରକାର ।

ତାଙ୍କ ମତରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ତୁରନ୍ତ ବିଚାର କରିବା ଆବଶ୍ୟକ । ଆଗାମୀ ୫୦ ବର୍ଷ ପାଇଁ ଏଭଳି ନୀତି ପ୍ରସ୍ତୁତ କରାଯାଇ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର । କାରଣ ଜନସଂଖ୍ୟା ଯେଭଳି ସମସ୍ୟା ସୃଷ୍ଟି କରିଛି, ଜନସଂଖ୍ୟାର ଅସନ୍ତୁଳନ ବି ସେହିଭଳି ବିପଦ ବଢାଇଛି ।

Show More

Related Articles

Back to top button