ଓଡ଼ିଆ ଗଳ୍ପକଳା ସଂସ୍କୃତି ଓ ସାହିତ୍ୟଜୀବନଚର୍ଯ୍ୟାପୂଜା ପାର୍ବଣଭକ୍ତି

ବେଦବାଣୀ

ଭକ୍ତକବି ମଧୁସୂଦନ

ବେଦବାଣୀ
ଭକ୍ତକବି ମଧୁସୂଦନଙ୍କ ଭାଷାରେ – “ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ-ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ” ।। ଅର୍ଥାତ୍ ପ୍ରତ୍ୟେକ ପ୍ରାଣୀ ଓ ପ୍ରତ୍ୟେକ ମନୁଷ୍ୟ ଯେଉଁଠାରେ ଯେତେବେଳେ ଯାହା ବି କରୁଛନ୍ତି, ସମସ୍ତ ବିଷୟ ଈଶ୍ୱରଙ୍କ ଜାଣତରେ । ଏଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ଯସ୍ତିଷ୍ଠତି ଚରତି ୟଶ୍ଚ ରାଜା ତଦ୍ୱେଦ ବରୁଣସ୍ତୃତୀୟଃ ଅର୍ଥାତ୍ ଯିଏ ଯାହା ବି ଯେଉଁଠି ବି ଭଲମନ୍ଦ ଯୋଜନା ବା କାମ କରନ୍ତି ସର୍ବଅନ୍ତର୍ଯ୍ୟାମୀ ପ୍ରଭୁ ସେସବୁକୁ ଜାଣନ୍ତି ଏବଂ ଉଚିତ୍ ଫଳ ଦିଅନ୍ତି।

ସଂଗୃହୀତ ।।
ଜୟ ପ୍ରକାଶ ।।

Show More

Related Articles

Back to top button