Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ୱାର୍ଲ୍ଡ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍

ନୂଆଦିଲ୍ଲୀ – ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ପକ୍ଷରୁ ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ପଦ ଦିଆଯାଇଛି ।

ଶୁବମନ୍‌ ଗିଲ୍‌, ବିରାଟ କୋହଲୀ, ଶ୍ରେୟାସ ଆୟର, ଇସାନ୍‌ କିସାନ୍‌, କେଏଲ୍‌ ରାହୁଲ୍‌ ,ସୂର୍ଯ୍ୟକୁମାରଯାଦବ,ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଶ୍ରାଦ୍ଦୁଲ ଠାକୁର, ଜସପ୍ରୀତ୍‌ ବୁମରାହ୍‌, ମହମ୍ମଦ ଶାମୀ , ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବଙ୍କୁ ଟିମ୍‌ରେ ସ୍ଥାନ ମିଳିଛି ।

ଅକ୍ଟୋବର ୫ ତାରିଖରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ପୂର୍ବ ଚାମ୍ପିୟାନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

Show More

Related Articles

Back to top button