
ଘରେ ଏହି ସବୁ ଜିନିଷ ଥିଲେ ବାସ୍ତୁ ଦୋଷ ରହିଥାଏ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ ଓ ପରିବାର ସଦସ୍ୟଙ୍କ ସହିତ ଖରାପ ସମ୍ପର୍କ ହେବାର ଲକ୍ଷଣ ଦେଖାଯାଏ l ସମସ୍ତେ ଚାଟନ୍ତି ଘରେ ପରିବାର ସଦସ୍ୟଙ୍କ ସହିତ ଝଗଡା ନହଉ ଯଦି ଏହି ସବୁ ଠାରୁ ମୁକ୍ତି ମିଳିବାକୁ ଚାହୁଁଛନ୍ତି ବସ୍ତୁ ଶାସ୍ତ୍ରଙ୍କ ପରାମର୍ଶ ନିୟନ୍ତୁ lଯଦି ଆପଣଙ୍କ ଘରେ କିଛି ଭଙ୍ଗା ଜିନିଷ ଅଛି କିମ୍ବା ଖଣ୍ଡ ବିଖଣ୍ଡିତ ଜିନିଷ ଅଛି ତାହାହେଲେ ଜାଣି ରଖନ୍ତୁ ଘରେ ଝଗଡା ହେବାର ବହୁତ ସମ୍ଭାବନା ଥାଏ l
ଆସନ୍ତୁ ଜାଣିବା ଏମିତି କିଛି ଜିନିଷ ଘରେ ଅଛି ଯାହା ବସ୍ତୁ ଦୋଷ କାରଣରୁ ହୋଇଥାଏ l
* ନାଗଫେଣୀ ଗଛ କିମ୍ବା ଯେକୌଣସି କଣ୍ଟା ଯୁକ୍ତ ଥିବା ଗଛ ଘରେ ଥିଲେ ବହୁତ ଅଶୁଭ ହୋଇଥାଏ ଓ ଏହା ପରିବାର ଉପରେ ପ୍ରଭାବ ପକାଇଥାଏ l ଏବଂ ଏହା ଘର ଭିତରେ ଗଣ୍ଡଗୋଳର ବାତାବରଣ ସୃଷ୍ଟି କରିଥାଏ l
* ଘରେ କେବେବି ମରୁଭୂମି ,ଲଣ୍ଡା ପାହାଡ , ଭୁତ କୋଠି ଭଳି ଚିତ୍ରକଳା ଲଗାନ୍ତୁ ନାହିଁ l ଏହା ପରିବାର ସଦସ୍ୟଙ୍କ ମନରେ ନକାରାତ୍ମକ ଭାବନା ଆଣିଥାଏ l
*ହିଂସ୍ର ପଶୁ କିମ୍ବା କୌଣସି ଯୁଦ୍ଧର ଫଟୋ ଚିତ୍ର ଘରେ ଲଗାଇବା ଉଚିତ ନୁହେ l ଏହି ପ୍ରକାର ଚିତ୍ରକୁ ବାରମ୍ବାର ଦେଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମନରେ ମତଭେଦ ସୃଷ୍ଟି ହୋଇଥାଏ l