ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବରସେଲିବ୍ରିଟି

ବର୍ଷା ଅନୁଭବ ପାରିବାରିକ ମାମଲା: କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା ହାଜର ହୋଇଛନ୍ତି । ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ୨୦୧୪ରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭୁବନେଶ୍ୱରରେ ବର୍ଷାଙ୍କୁ ବିବାହ କରିଥିଲେ । ୨୦୨୦ରେ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ।

Show More

Related Articles

Back to top button