Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରୁ 6ଜଣ ବାଂଲାଦେଶୀଙ୍କୁ ଗିରଫ କଲା ଏଟିଏସ

ମୁମ୍ବାଇ, 12 ଫେବୃଆରୀ- ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ଟିମ୍ ମୁମ୍ବାଇର ତିନୋଟି ଭିନ୍ନ ଭିନ୍ନ ସ୍ଥାନରୁ ଅବୈଧ ଭାବେ ରହୁଥିବା 6ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ଏଥିରେ ଜଣେ ମହିଳା ଅଛନ୍ତି ।
ସୂଚନା ଅନୁସାରେ ଏଟିଏସ ଟିମକୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବାଂଲାଦେଶୀ ରହୁଥିବା ଖବର ମିଳିଥିଲା । ଏଟିଏସ ଟିମ୍ ମୁମ୍ବାଇ ପୋଲିସ ସହ ଶନିବାର ରାତିରେ ଭାଡିବନ୍ଦରର ବିପିଟି ରୋଡରୁ 36 ବର୍ଷୀୟ ମହିଳା ଅମୀନା ଶେଖକୁ ଗିରଫ କରିଥିଲା । ତାକୁ ପଚରାଉଚରା ପରେ ଏଟିଏସକୁ ରବିବାର ଅନ୍ୟ 5ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ସମସ୍ତେ ବାଂଲାଦେଶୀ ନାଗରିକ ହୋଇଥିବା ବେଳେ ବେରୋଜଗାର କାରଣରୁ ଏଠାକୁ ଆସିଥିବା ସୂଚନା ମିଳିଛି ।

Show More

Related Articles

Back to top button